XXmaps.com

Map
Detailed Information
  • Place Types Book store
  • Address NH 224, Nayagarh, Odisha 752070, India
  • Coordinate 20.1317213,85.0923514
  • Website Unknown
  • Rating 4.6
  • Compound Code 43JR+MW Nayagarh, Odisha, India
Openning hours
  • Monday 6:00 – 11:30 AM, 6:00 – 10:00 PM
  • Tuesday 6:00 – 11:30 AM, 6:00 – 10:00 PM
  • Wednesday 6:00 – 11:30 AM, 6:00 – 10:00 PM
  • Thursday 6:00 – 11:30 AM, 6:00 – 10:00 PM
  • Friday 6:00 – 11:30 AM, 6:00 – 10:00 PM
  • Saturday 6:00 – 11:30 AM, 6:00 – 10:00 PM
  • Sunday 6:00 – 11:30 AM, 6:00 – 10:00 PM
Photos
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Jagannath Temple ଶ୍ରୀ ଜଗନ୍ନାଥ ମନ୍ଦିର
Reviews
Jyotiranjan Bhatta (07/16/2020)
One of the ancient temple in Nayagarh , the temple multiplies the beauty of Nayagarh , the temple stands near to maa dakhina kali mandir.
Babool nayak (10/14/2019)
ଜଗନ୍ନାଥ ମନ୍ଦିର |nnଓଡିଶା ରେ ଜଗନ୍ନାଥ ହେଉଛନ୍ତି ସବୁଠାରୁ ବଡ ଦେବତା | ସେ ମଧ୍ୟ ବଡ଼ ଠାକୁର ଭାବରେ ଜଣାଶୁଣା | ଓଡିଶା ର ନୟାଗଡ ଜିଲା ରେ ଜଗନ୍ନାଥ ମନ୍ଦିର ଥିବା ଆମପାଇଁ ଏକ ଗର୍ବ ଓ ଗୌରବ ର କଥା | ଏଇ ମନ୍ଦିର ବହୁପ୍ରାଚୀନ ଏହାର ପରମ୍ପରା ମଧ୍ୟ ବହୁ ପ୍ରାଚୀନ | ଏଇ ମନ୍ଦିର କୁ ବିନାୟକ ସିଂ ମାନ୍ଧାତା ତିଆରି କରିଥିଲେ ବୋଲି ଶୁଣାଯାଏ | ଏଇ ମନ୍ଦିର କାର୍ଯ୍ୟ 1788 ରୁ 1808 ପର୍ଯ୍ୟନ୍ତ ଚାଲୁରହିଥିଲା | ଏଇ ମନ୍ଦିର ର ମୁଖ୍ୟ ପର୍ବ ହେଉଛି ରଥ ଯାତ୍ରା ଓ ସ୍ନାନପରୁଣିମା | ପୁରୀ ରେ ଥିବା ଜଗନ୍ନାଥ ମନ୍ଦିରରେ ଯେପରି ନୀତିନିୟମ ଆନୁ ଯାଇ ପର୍ବ ପର୍ବାଣି ପାଳନହୁଏ ଠିକତାର ଅନୁରୂପ ସେହିପରି ଏଠାରେ ମଧ୍ୟ ପାଳିତ ହୁଏ |nnରଥଯାତ୍ରାnnରଥଯାତ୍ରା ସମୟରେ ଜଗନ୍ନାଥ, ବଳରାମ, ସୁଭଦ୍ରା ଙ୍କ ତିନି ରଥnରେ ବିଜେ କରିଥାନ୍ତି | ନନ୍ଦୀଘୋସ ରଥରେ ଜଗନ୍ନାଥ ଓ ତାଳଧ୍ୱଜ ରଥରେ ବଳରାମ ଏବଂ ଦର୍ପଦଳନ ରେ ମା ସୁଭଦ୍ରା ବିଜେ କରନ୍ତି | ଏହି ରଥଯାତ୍ରା ରେ ତିନିଠାକୁର ମାଉସୀମା ମନ୍ଦିର ବା ଗୁଣ୍ଡିଚା (ଗୁଣ୍ଡିଚା ଦେବୀଙ୍କଦ୍ଵାରା ନରିମିତ )କୁ ଯାତ୍ରା କରନ୍ତି | ଏହି ରଥଯାତ୍ରା ର ଆଠଟି ଵିଧି ରହିଛି ଯାହାକୁ ଅଷ୍ଠଆଙ୍କ ଵିଧି କୁହାୟାଏ | ଏହିପରି ଭାବରେ ରଥଯାତ୍ରା ପାଳନ କାରାଯାଏ |nnସ୍ନାନ ଯାତ୍ରାnnଦେବ ସ୍ନାନପୂର୍ଣ୍ଣିମା ବା ସ୍ନାନ ଯାତ୍ରା | ଜ୍ୟଷ୍ଟ ମାସ ପରୁଣିମା ତିଥିରେ ପାଳନ କରାଯାଏ | ଏହି ଦିନ ଚତୃଧା ମୂର୍ତିଙ୍କୁ ସ୍ନାନମଣ୍ଡପ ରେ 108 ଗରା ପାଣିଢାଳି ସ୍ନାନକାରାଯାଏ | ଏହା ପରେ ତାଙ୍କୁ ଗଜାନନବେଶ କାରାଯାଏ | ଏହିଦିନକୁ ଜଗନ୍ନାଥ ଙ୍କ ଜନ୍ମଦିନ ଭାବରେ ପାଳନ କାରାଯାଏ | ଏହା ରଥଯାତ୍ରା ପୂର୍ବରୁ ପାଳନ କରାଯାଏ |nnଜଗନ୍ନାଥ ଏକ ନାମ ନୁହନ୍ତି ଏକ ସତା |nnପୁରୀ ମନ୍ଦିରଭଳି ଏଠି ସ୍ନାନବେଦି, କର୍ମବେଦି, ଭୋଗମଣ୍ଡପ ଆଦି ରହିଛି |nnଏହା ବ୍ୟତୀତ ମଧ୍ୟ ଆନ୍ୟନ ପର୍ବପାଳନ କାରାଯାଏ | ଜଗତ ର ସ୍ୱାମୀ ବୋଲି ତାଙ୍କୁ ଜଗନ୍ନାଥ ବୋଲି କୁହାଯାଏ | ଏ ହଉଛି ଜଗନ୍ନାଥ ର ଦେଶ ଜଗନ୍ନାଥ ଙ୍କ ସଂସ୍କୃତି ଆମ ଓଡ଼ିଆ ମାନଙ୍କ ପ୍ରଣାବିନ୍ଦୁ, କେନ୍ଦ୍ରବିନ୍ଦୁ | ପରେସେସ ରେ ଏତିକି କହିବି ଯଦି କିଛି ଭୁଲଥାୟ ତେବେ କ୍ଷମା କରିବେ |
Srikanta Sahoo (03/08/2020)
It is only 2k.m far from Nayagarh town towards Dasapalla.Lord jagannath with Balabhadra&maa Subhadra worshiped here.A lot of crowed gathered here for Car festival.
Suvendu Mahapatra (10/01/2020)
Must visit. Very good place . Now it's surroundings became very good.
Bhabaniprasad Sahoo (11/22/2020)
Nice temple
Similar place
169-A, JN Rd, opp. Lic, Periyakuppam, Tamil Nadu 602001, India
+91 27666322
https://www.bankofindia.co.in/Home/BranchLocator?page=19